ଖୁଣ୍ଟିଗୋରା ଜି.ପିରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

Sep 27, 2024 - 08:02
 0  27
ଖୁଣ୍ଟିଗୋରା ଜି.ପିରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

କଣ୍ଟାମାଳ :ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ୍)

କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ପରିସରରେ ମାନବ ସେବା ସଦନ ସଂଗଠନ ଏବଂ ଖୁଣ୍ଟିଗୋରା ପଞ୍ଚାୟତର ମିଳିତ ଉଦ୍ୟମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଞ୍ଚି କାଲସେଙ୍କ ତତ୍ୱାବଧାନରେ ପଞ୍ଚାୟତ ପରିସର ସଫେଇ ସହିତ ବୃକ୍ଷ ରୋପଣକାର୍ଯ୍ୟ କ୍ରମ କରାଯାଇଥିଲା l କାର୍ଯ୍ୟକ୍ରମରେ ଯୋଗାଣ ସହାୟକ ସୁନିଲ ଖଟୁଆ, ଗ୍ରାମରୋଜଗାର ସେବକ ପିରବତୀ ପୁଟା, ମାନବ ସେବା ସଦନ ସଂଗଠନର ସଭାପତି ବଳରାମ ବାଘ, ସମ୍ପାଦକ ବଂଶୀଧର ମାଝୀ, ଅନ୍ୟାନ୍ୟ ସଦସ୍ୟ, ପଞ୍ଚାୟତ କର୍ମଚାରୀ ଏବଂ ମହିଳାମାନେ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow