ବାଲିଗୁଡା ପୋଲିସ ର ସଫଳତା,ଅପରେସନ ପ୍ରହାର ମାଧ୍ୟମ ରେ ବିପୁଳ ପରିମାଣ ରେ ଗଞ୍ଜେଇ ସହ ବନ୍ଧୁକ ଜବତ, ଦୁଇ ବନ୍ଧୁକ ବ୍ୟବସାୟୀ ଗିରଫ
ବାଲିଗୁଡା ପୋଲିସ ର ସଫଳତା ଅପରେସନ ପ୍ରହାର ମାଧ୍ୟମ ରେ ବିପୁଳ ପରିମାଣ ରେ ବେଆଇନ ଗଞ୍ଜେଇ ସହ ବନ୍ଧୁକ କାରଖାନା କୁ ଜବତ କରିବାରେ ସକ୍ଷମ ହୋଇଛି, ବାଲିଗୁଡା ଥାନା ଅନ୍ତର୍ଗତ ତିଲୋରୀ ଅଞ୍ଚଳ ରେ ଦୀର୍ଘବର୍ଷ ହେବ ବନ୍ଧୁକ ତିଆରି ହୋଇ ଶିକାରୀ ଓ ଗଞ୍ଜେଇ ମାଫିଆ ଙ୍କୁ ଙ୍କୁ ବିକ୍ରୟ କରୁଥିବା ନେଇ ପୋଲିସ ତଦନ୍ତ ଦ୍ୱାରା ଜାଣିବାକୁ ପାଇଛି l ପୋଲିସ ଶହେ ସତେଇଶି କିଲୋ ରୁ ଉର୍ଦ୍ଧ ଗଞ୍ଜେଇ, ପାଞ୍ଚ ଟି ଦେଶୀ ବନ୍ଧୁକ, ଚାରୋଟି କାଠ ତିଆରି ବକେଟ ଜବତ କରିଛି, ତୀଲୋରି ଅଞ୍ଚଳ ରୁ ବନ୍ଧୁକ ବ୍ୟବସାୟୀ ବଳିଆ ପ୍ରଧାନ , ସୁଜନ ବିନ୍ଧାଣି କୁ ଗିରଫ କରିବାରେ ସକ୍ଷମ ହୋଇଛି l ଏନେଇ ବାଲିଗୁଡା ଥାନା ରେ ଆର୍ମସ ଆକ୍ଟ ଏବଂ ଏନ ଡି ପି ଏସ ଆକ୍ଟରେ ମାମଲା ରୁଜୁ ହୋଇଥିବା ନେଇ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସ ଡି ପି ଓ ରମେନ୍ଦ୍ର ପ୍ରସାଦ
What's Your Reaction?