କଳାହାଣ୍ଡି ଜ଼ିଲ୍ଲା ର ବିଭିନ୍ନ ଅଞ୍ଚଳରେ ଭୂମି କମ୍ପ ଅନୁଭୂତ

କଳାହାଣ୍ଡି, ୧୭|୧୨ଲୋକ ଆବାଜ. ଇନ(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-
ଆଜି କଳାହାଣ୍ଡି ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ୭ ଘଣ୍ଟା ୫ ମିନିଟ ରେ ଭୂମି କମ୍ପ ହୋଇଥିବା ଜଣା ପଡିଛି |ଭୂମି କମ୍ପ ରେ କାହାର କ୍ଷୟ କ୍ଷତି ହୋଇ ଥିବା ଜଣା ପଡି ନାହିଁ |ଜ଼ିଲ୍ଲା ର ଧର୍ମଗଡ, ଜୁନାଗଡ,କୋକସରା, ଓ ଜୟପାଟଣା ଅଞ୍ଚଳ ରେ ଭୂମି କମ୍ପ ହୋଇ ଥିବା ଖବର ନେବାରୁ ପ୍ରକାଶ ପାଇଛି |ତେବେ କେଉଁ ଜାଗାରେ କେତେ କ୍ଷୟ କ୍ଷତି ହୋଇଛି ଓ ସାଧାରଣ ଲୋକଙ୍କ କ୍ଷତି ହୋଇଛି କି ନାହିଁ ତାହାର ସୂଚନା ଖବର ଲେଖା ଯାଏ ଜଣା ପଡିନି |
What's Your Reaction?






