ତେରେସିଂହା ଶିବ ମନ୍ଦିର ପରିଚାଳନା କମିଟି ଗଠିତ....
କର୍ଲାମୁଣ୍ଡା:ଲୋକ ଆବାଜ. ଇନ/ବ୍ୟୁରୋ ରିପୋର୍ଟ)
କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ନୂତନ ଶିବ ମନ୍ଦିର ର ପ୍ରଥମ ପରିଚାଳନା କମିଟି ଗଠିତ ହୋଇ ଯାଇଛି I ଉକ୍ତ ବୈଠକ ରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ମଙ୍ଗଳ ମାଝୀ, ଉପସଭାପତି ରାଜକୁମର ରଣା, ସମ୍ପାଦକ ବସନ୍ତ କୁମାର ସାହୁ, ସହ ସମ୍ପାଦକ ମନୋଜ ରଣା, କୋଷାଧ୍ୟକ୍ଷ ରାକେଶ କେଡ଼ିଆ ରହିଥିବା ବେଳେ ଉପଦେଷ୍ଟା ଭାବରେ ବିଜୟ କୁମାର ପୁରୋହିତ, ମୁରଲୀଧର ରଣା, ମନୋଜ ଦାସ, ଭୁବନେ ରଣା, ଚୂଡ଼ାମଣି ବାଗ, ତ୍ରିନାଥ ରଣା, ସୁବିନ୍ଦ୍ର ରଣା, ସନାତନ ନାଏକ, ଯୋଗିନ୍ଦ୍ର ରଣା, ବିବେକ ଅଗ୍ରୱାଲ, ସିଦ୍ଧେଶ୍ୱର ରଣା ପ୍ରମୁଖ ରହିଛନ୍ତି I ଏଥିରେ କମିଟି ସଦସ୍ୟ ଭାବରେ ଚତୁର୍ଭୁଜ ରଣା, ଅକୃର ଗହିର, ତ୍ରିଗତ ଭୋଇ, ବିନୋଦ ଗହିର, କ୍ଷେତ୍ରମଣି ରଣା, ଯୁଗଳ କିଶୋର ନାଏକ, ମନୁ ରଣା, ଦେବେନ୍ଦ୍ର ରଣା, ଘନଶ୍ୟାମ ରଣା, ଜୟଦେବ ରଣା, ମୋତିଲାଲ ରଣା, ଯଶୋବନ୍ତ ଭୋଇ, ନିର୍ମଳ ରଣା ପ୍ରମୁଖ ରହିଥିଲେ I
What's Your Reaction?