ଦମାମୁଣ୍ଡା ଠାରେ ସ୍ୱଛତା ହିଁ ସେବା କାର୍ଯ୍ୟ କ୍ରମ ଅନୁଷ୍ଠି

Sep 20, 2024 - 20:27
 0  15
ଦମାମୁଣ୍ଡା ଠାରେ ସ୍ୱଛତା ହିଁ ସେବା କାର୍ଯ୍ୟ କ୍ରମ ଅନୁଷ୍ଠି

କଣ୍ଟାମାଳ:ଲୋକ୍ ଆବାଜ୍‌.ଇନ୍‌(ପୂର୍ଣ୍ଣ ଚରଣ ସାହୁଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ  ଦମାମୁଣ୍ଡା ହାଇସ୍କୁଲ ପଡିଆ ଠାରେ ଯଶସ୍ବୀପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନଅବସରରେ ସ୍ୱଛତା ହିଁ ସେବା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ଆଜି ବ୍ଲକ ପ୍ରଶାସନ ତରଫରୁ ବିଆରସି ଅର୍ଜୁନ ଦାସ ଙ୍କ ତତ୍ୱାବଧାନରେ ସଫେଇ କାର୍ଯ୍ୟ କ୍ରମ, ସ୍ୱଛତା ରାଲି କାର୍ଯ୍ୟ କ୍ରମ,ସ୍ୱଛତା ଶପଥ ପାଠ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛିl ଉକ୍ତ କାର୍ଯ୍ୟ କ୍ରମରେ ମାଷ୍ଟରଟ୍ରେନର ତଥା ଇଆରପି ରଞ୍ଜନ କୁମାର ପାତ୍ର, ପୂର୍ଣ୍ଣ ଚରଣ ସାହୁ, ମୋଟୀଭେଟର ଶ୍ରୀହରି ବାଗ,ଆଇପି ଆନନ୍ଦ ବେହେରା,ଶିକ୍ଷକ ଆଦିନାଥ ଦାସ, ପଞ୍ଚାନନ ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ, ବିଦ୍ୟାବନ୍ଧୁ ପୁରୋହିତ, ଉମାଶଙ୍କର ରାଉତ, ନିରଞ୍ଜନ ସାହୁ, ସନ୍ତୋଷ ନାଏକ, ମମତା ଦାସ, ଶ୍ରୀକାନ୍ତ ଭୂୟାଁ, ମନୋଜ ଗାଈଗୋଉରିଆ, ଙ୍କ ସମେତ ହାଇସ୍କୁଲ ର ଛାତ୍ର, ଛାତ୍ରୀ ମାନେ ଯୋଗ ଦେଇଥିଲେ l

What's Your Reaction?

like

dislike

love

funny

angry

sad

wow