କନ୍ଧମାଳ ଜ଼ିଲ୍ଲା ବିଜେଡି ସଭାପତି ପଦଵୀ ରୁ ଇସ୍ତଫା ଦେଲେ ଅଙ୍ଗଦ l କିଏ ହେବ କନ୍ଧମାଳ ବିଜେଡି ସଭାପତି ଏବେ ସବୁଠି ଚାଲିଛି ଚର୍ଚ୍ଚା

Oct 23, 2024 - 07:58
 0  42
କନ୍ଧମାଳ ଜ଼ିଲ୍ଲା ବିଜେଡି ସଭାପତି ପଦଵୀ ରୁ ଇସ୍ତଫା ଦେଲେ ଅଙ୍ଗଦ l କିଏ ହେବ କନ୍ଧମାଳ ବିଜେଡି ସଭାପତି ଏବେ ସବୁଠି ଚାଲିଛି ଚର୍ଚ୍ଚା

ବାଲିଗୁଡା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 କନ୍ଧମାଳ ଜ଼ିଲ୍ଲା ବିଜୁ ଜନତା ଦଳ ର ଜ଼ିଲ୍ଲା ସଭାପତି ପଦବୀ ରୁ ଇସ୍ତଫା ଦେଲେ ପୂର୍ବତନ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର l ଅଙ୍ଗଦ କହଁର ମାର୍ଚ୍ଚ ମାସ ୨୦୨୪ ରୁ ଜ଼ିଲ୍ଲା ସଭାପତି ଭାବେ ଦାୟିତ୍ୱ ନେଇଥିଲେ l ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି, ଶ୍ରୀ କହଁର ଜ଼ିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ରେ ଥିବା ବିଜେଡି ନେତା ବିଜୟ ନାୟକ ଙ୍କ ଜରିଆରେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିକଟ କୁ ଇସ୍ତଫା ପତ୍ର ପଠାଇଛନ୍ତି ତେବେ କିଏ ହେବ କନ୍ଧମାଳ ଜ଼ିଲ୍ଲା ବିଜେଡି ର ପରବର୍ତ୍ତୀ ସଭାପତି ତାହା ଏବେ ସବୁଠି ଚର୍ଚ୍ଚା l

What's Your Reaction?

like

dislike

love

funny

angry

sad

wow