ନକଲି ପୋଲିସ କୁ ଗିରଫ କଲା ଅସଲି ପୋଲିସ

Aug 27, 2024 - 20:07
 0  45
ନକଲି ପୋଲିସ କୁ ଗିରଫ କଲା ଅସଲି ପୋଲିସ

ବୌଦ୍ଧ/ସୋନପୁର - ଲୋକ ଆବାଜ୍. ଇନ୍ (ମନୋରଞ୍ଜନ ତ୍ରିପାଠୀ):

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ଜଗନ୍ନାଥ ରୋଡ଼ ର ଆଠମଲ୍ଲିକ ରାସ୍ତା ର ଠାକୁର ସିଂହା ଗ୍ରାମ ନିକଟ ମୁଖ୍ୟ ରାସ୍ତା ରେ ନିଜ କୁ ପୋଲିସ୍ ବୋଲି କହି ସାଧା ପୋଷାକ ରେ ଜଣେ ବ୍ୟକ୍ତି ବାଇକ୍ ଚାଳକ ଙ୍କୁ ଅଟକାଇ ଫାଇନ ଆଦାୟ କରୁଥିବା ଜଣାଯାଇଛି l

 ସାଧା ପୋଷାକ ରେ ବାଇକ୍ ରେ ପୁଣି ବିନା ରସିଦ ରେ ବାଇକ୍ ଚାଳକ ଙ୍କ ଠାରୁ ଜରିମାନା ଆଦାୟ କରୁଥିବା ରୁ ଲୋକ ଙ୍କ ସନ୍ଧୟ ହେବାରୁ ବୌଦ୍ଧ ହର ଭଙ୍ଗା ପୋଲିସ ଷ୍ଟେସନ୍ କୁ ଖବର କରିଥଲେ l କିନ୍ତୁ ଅସଲି ପୋଲିସ୍ ଘଟଣା ସ୍ଥଳ କୁ ପହଁଚିବା ଆଗରୁ ଉକ୍ତ ନକଲି ପୋଲିସ କୁ ଯାତ୍ରୀ ମାନେ ନିର୍ଦ୍ଧୁମ ମାଡ଼ ମାରିଥିଲେ ଓ ପରେ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ପୋଲିସ୍ କୁ ହସ୍ତାନ୍ତର କରିଥଲେ l

What's Your Reaction?

like

dislike

love

funny

angry

sad

wow