ପୂର୍ବତନ ବିଧାୟକ କରେନ୍ଦ୍ରମାଝିଙ୍କ ଦେହାନ୍ତ, କଣ୍ଟାମାଳ ରେ ଶୋକ

Aug 25, 2025 - 07:50
Aug 25, 2025 - 07:51
 0  19
ପୂର୍ବତନ ବିଧାୟକ କରେନ୍ଦ୍ରମାଝିଙ୍କ ଦେହାନ୍ତ, କଣ୍ଟାମାଳ ରେ ଶୋକ

 ଶୋକ ବାର୍ତ୍ତା

ପୂର୍ଣ୍ଣ ଚରଣ ସାହୁ, ପୂର୍ବତନ ବିଜେପି ମଣ୍ଡଳ ସଭାପତି କଣ୍ଟାମାଳ ବ୍ଲକ ବୌଦ୍ଧ ଜିଲ୍ଲା l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ସୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭଗବାନ ଅସୀମ ସାହାସ ଦିଅନ୍ତୁ ଏହାହିଁ ମୋର ପ୍ରାର୍ଥନା।

ଓମ୍ ଶାନ୍ତି

What's Your Reaction?

like

dislike

love

funny

angry

sad

wow