ଭାରତର ମହା ମହିମ୍ ରାଷ୍ଟ୍ରପତି ଙ୍କୁ ଭେଟିଲେ କଂଧମାଳ ସାଂସଦ ସୁକାନ୍ତ ପାଣଗ୍ରାହୀ

Sep 10, 2024 - 19:20
 0  30
ଭାରତର ମହା ମହିମ୍ ରାଷ୍ଟ୍ରପତି ଙ୍କୁ ଭେଟିଲେ କଂଧମାଳ ସାଂସଦ ସୁକାନ୍ତ ପାଣଗ୍ରାହୀ

ବାଲିଗୁଡା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କ ଙ୍କ ସହ ସାକ୍ଷାତ ହେଲେ କଂଧମାଳ ସଂସଦ ସୁକାନ୍ତ ପାଣିଗ୍ରାହୀ l ଆଜି ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଦେଖା ହୋଇ ଓଡ଼ିଶା ଏବଂ ଭାରତର ପ୍ରମୁଖ ବିଷୟରେ ଆଲୋଚନା କରିବାର ସୁଯୋଗ ପାଇଥିଲେ।

ଓଡିଶାର ମାଟିରୁ ଜନ୍ମଗ୍ରହଣ କରି ଦେଶର ସର୍ବୋଚ୍ଚ ପଦବୀରେ ବସିବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଏକାକୀ ଅସାଧାରଣ ଅଟେ l ସାଂସଦ ସୁକାନ୍ତ ପାଣିଗ୍ରାହୀ ବ୍ୟକ୍ତିଗତ ଭାବେ ତାଙ୍କ ଠାରୁ ବହୁତ କିଛି ଶିକ୍ଷା ଅର୍ଜନ କରିଛନ୍ତି , ସମଗ୍ର ଦେଶର ଯୁବ ସମାଜ ପାଇଁ ମହା ମହୀମ ରାଷ୍ଟ୍ରପତି ପ୍ରେରଣାର ଉତ୍ସ ଅଟନ୍ତି ବୋଲି କଂଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ପ୍ରକାଶ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow