ଭୟଙ୍କର ରୂପେ ମାଡି ଆସୁଛି ସାମୁଦ୍ରିକ ଝଡ଼ " ଦାନା " ଚାଷୀକୂଳ ଭୟଭୀତ l

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ଭୟଙ୍କର ରୂପେ ମାଡି ଆସୁଛି ସାମୁଦ୍ରିକ ଝଡ଼ " ଦାନା " ଯାହାକୁ ନେଇ ଚାଷୀକୂଳ ଭୟଭିତ l ସମ୍ଭାବ୍ୟ ବାତ୍ୟା ର ପ୍ରଭାବ ରେ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଅଞ୍ଚଳ ମେଘାଚ୍ଛନ୍ନ ଥିବା ବେଳେ କିଛି ସ୍ଥାନରେ ଝିପି ଝିପି ବର୍ଷା ଦେଖିବାକୁ ମିଳିଛି l
ବାତ୍ୟା ର ପ୍ରଭାବ କନ୍ଧମାଳ ଜ଼ିଲ୍ଲା ରେ ପଡୁନଥିବା ବେଳେ ବର୍ଷା ଝଡ଼ ଆଶଙ୍କା କରି ମାଣ୍ଡିଆ ଚାଷୀ ତରତର ଭାବେ ମାଣ୍ଡିଆ ଅମଳ କରୁଥିବା ଦେଖିବାକୁ ମିଳିଛି l
What's Your Reaction?






