ମହିଳା ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ମଲିକୁଦରେ ନୂଆଁଖାଇ ଜୁହାରୀ

Sep 21, 2024 - 23:07
 0  31
ମହିଳା ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ମଲିକୁଦରେ ନୂଆଁଖାଇ ଜୁହାରୀ

କଣ୍ଟାମାଳ , ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇଅବସରରେନୁଆଁଖାଇ ଜୁହାରୀ କାର୍ଯ୍ୟକ୍ରମ ଶନିବାର ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବରଗାଁ ପଞ୍ଚାୟତର ମହିଳା ସଂକୀର୍ତ୍ତନ ମଣ୍ଡଳୀର ନେତୃତ୍ୱ ରେ ମଳିକୁଦ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତକାର୍ଯ୍ୟ କ୍ରମରେ ବରଗାଁ ସମିତି ସଭ୍ୟା ଶ୍ରୀମତୀ ଅଙ୍ଗୁରୀ ତାଣ୍ଡି, ସମାଜ ସେବୀ ରାମଚନ୍ଦ୍ର ତାଣ୍ଡି ଏବଂ ଅଞ୍ଚଳର ଜଣାଶୁଣା ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କୁ ଉତ୍ତରୀୟ ପ୍ରଦାନ କରି ନୁଆଁଖାଇ ଜୁହାରୀ ଭେଟଘାଟ ପର୍ବ ଅନୁଷ୍ଠିତ ହୋଇଯାଇଛି ।

What's Your Reaction?

like

dislike

love

funny

angry

sad

wow