ମାଲକାନଗିରି ଜିଲ୍ଲା ଜଳ ମଗ୍ନ ଆନ୍ଦ୍ର, ତେଲେଙ୍ଗାନା, ଛତିଶଗଡ, ଜୟପୁର ରାସ୍ତା ବନ୍ଦ।
ମାଲକାନଗିରି:ଲୋକ ଆବାଜ. ଇନ(ଅବଦୁଲ ଗାନି ଙ୍କ ରିପୋର୍ଟ
ମାଲକାନଗିରି ଜିଲ୍ଲାରେ ଗତ ତିନି ମାସ ହେବ ବର୍ଷା ଲାଗିରହିଛି। ଗତ ଦୁଇଦିନ ହେବ ଲଘୁଚାପ ଜନିତ ଭୀଷଣ ବର୍ଷା ରେ ପୋଲ ଉପରେ ତିନି ରୁ ଚାରି ଫୁଟ ପାଣି ଅତିବାହିତ ହେହୁଛି।
ଏଥିସହ ଘାଟି ଅଞ୍ଚଳରେ ପଥର ଓ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହେବାରୁ ଶତାଧିକ ଯାନବାହାନ ଅଟିକ ରହିଛି। ଏହା ବ୍ୟତୀତ କେତେକ ଘର ଭାଙ୍ଗି ଯାଇଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇଛି। ପ୍ରଶାସନ ଦ୍ୱାରା ଦିନରାତି ଲୋକଙ୍କୁ ଆଶ୍ରୟ ସ୍ଥଳରେ ଆଣିବା ସହ ଖାଦ୍ୟ ବ୍ୟବସ୍ଥା କରାଯାଉ ଥିବା ସୂଚନା ମିଳିଛି। ଘାଟି ଅଞ୍ଚଳର ମାଟି ଓ ପଥର ରାତାରାତି ସଫା କରିବାରେ ପ୍ରଶାସନ ଲାଗିଛନ୍ତି।
What's Your Reaction?






