ସୌର ଶକ୍ତି ଦ୍ୱାରା ଜୀବନ ଜୀବିକା ର ସୁଦୃଢ଼ୀ କରଣ କର୍ମଶାଳା...

କଳାହାଣ୍ଡି; ଲୋକ ଆବାଜ. ଇନ(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଠାରେ ସେବାଜଗତ ଓ ସେଲକୋ ଫାଉଣ୍ଡେସନ ପକ୍ଷରୁ ସୌର ଶକ୍ତି ଦ୍ୱାରା ଜୀବନ ଜୀବିକା ର ସୁଦୃଢ଼ୀ କରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି ଅବସର ରେ ମୂଖ୍ୟ ଅତିଥି ଭାବେ ନୌକେଶ୍ୱର୍ ନାଗ ,ସମ୍ମାନୀୟ ଅତିଥି ସହକାରୀ ଉଦ୍ୟାନ କୃଷି ଅଧିକାରୀନୀ ସୁଶ୍ରୀ ନିହରିକା ସାହୁ,ମିଶନ ଶକ୍ତି ସଂଯୋଜକ,ଶ୍ରୀଯୁକ୍ତ ରାଜେନ୍ଦ୍ର ମଝି, ସାଇଟ୍ ସେବର ଶ୍ରୀଯୁକ୍ତ ପ୍ରିୟବ୍ରତ ପୃଷ୍ଟି, ପୂର୍ବତନ ଜିଲ୍ଲା ପରିଷଦ ବୃଷବ ନାଏକ,ସମାଜସେବୀ ଶ୍ୟାମସୁନ୍ଦରଅଗ୍ରୱାଲା,ସେଲକୋ ଫାଉଣ୍ଡେସନ ର ଜିଲ୍ଲା ସଂଯୋଜିକ ସୁଶ୍ରୀ ସ୍ୱାଗତିକା ମହାନ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ ସେବା ଜଗତ ର ଶ୍ରୀମତୀ ରୋସନାରା ମହାନ୍ତି,ଓ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିଲେ ।
What's Your Reaction?






