ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରିୟ ଶିକ୍ଷକ ଶିକ୍ଷଣ ସାମଗ୍ରୀ ତାଲିମ୍ ଶିବିର

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ଆଚଳିକ ସାଧନ କେନ୍ଦ୍ର ସ୍ତରିୟ ଶିକ୍ଷକ ଶିକ୍ଷଣ ସାମଗ୍ରୀ ତାଲିମ୍ ଶିବିର ସୁରୁଜୁଲି ବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି। ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ ଙ୍କ ନେତୃତ୍ୱରେ ତା.୦୬.୦୨.୨୦୨୫ ରୁ ତା.୦୮.୦୨.୨୦୨୫ ରୁଖ ପ୍ରଜନ୍ତ ୩ ଦିନ ଧରି ଏହି ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ତାଲିମ୍ ଶିବିର ରେ କର୍ଲାମୁଣ୍ଡା କ୍ଲଷ୍ଟର ଅଧିନସ୍ଥ ୮ ଟି ବିଦ୍ୟାଳୟ ରୁ ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ।
What's Your Reaction?






