କଳାରୁଦ୍ର ଯୁବକ ସଂଘର ନୂତନ କମିଟି ଗଠନ!

Aug 15, 2025 - 16:42
 0  2
କଳାରୁଦ୍ର ଯୁବକ ସଂଘର ନୂତନ କମିଟି ଗଠନ!

କର୍ଲାମୁଣ୍ଡା:ଲୋକ ଆବାଜ.ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ସଂଘର ନୂତନ କମିଟି ଗଠନ ହୋଇଯାଇଛି! ଏହି ଅବସରରେ ଆୟୋଜିତ ସଭା କାର୍ଯ୍ୟରେ ରାମଜୀ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୋମନାଥ ସାହୁଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା!ଏଥିରେ ନୂତନ କମିଟିର ସଭାପତି ଭାବେ ହେମନ୍ତ ସାହୁ,ଉପସଭାପତି କବିରାଜ ସାହୁ, ସମ୍ପାଦକ ଅରବିନ୍ଦ ସାହୁ, ଯୁଗ୍ମ ସମ୍ପାଦିକା ରେଖାଞ୍ଜଳି ସାହୁ,କୋଷାଧକ୍ଷ ହରପ୍ରସାଦ ସାହୁ,ସାଂସ୍କୃତିକ ସମ୍ପାଦକ ଆକାଶ ସାହୁ, କ୍ରୀଡା ସମ୍ପାଦକ ପ୍ରେମଚାନ୍ଦ ସାହୁ, ସାମାଜିକ ଗଣମାଧ୍ୟମ ପରିଚାଳକ ଚୁମନେଶ୍ଵର ସାହୁ, ପରିବେଶ ବିଭାଗ ସରୋଜ ସାହୁ, ନିବେଦିତା ପ୍ରିୟ ଦର୍ଶିନୀ ସାହୁ,ବୀଣାପାଣି ସାହୁ, ଉମାକାନ୍ତି ସାହୁ,ଉପଦେଷ୍ଟା କମିଟି ସଭ୍ୟ ତଥା କଳାରୁଦ୍ର ଯୁବକ ସଙ୍ଘର ପୂର୍ବତନ ସଭାପତି ସୋମନାଥ ସାହୁ ଗୌନ୍ତିଆ କୈଳାଶ ସାହୁ,ୱାର୍ଡ ସଭ୍ୟ ଡମ୍ବରୁ ସାହୁ,ସୁଶାନ୍ତ ସାହୁ, ଜଗନ୍ନାଥ ସାହୁ, ଈଶ୍ୱର ସାହୁ ସ୍ବେଛାସେବୀ ସନତ କୁମାର ସାହୁ, ତ୍ରିଲୋଚନ ସାହୁ, କଲ୍ୟାଣୀ ସାହୁ ଉପସ୍ଥିତ ରହି କଳାରୁଦ୍ର ଯୁବକ ସଂଘର ନୂତନ କମିଟି ଗଠନ କରିଥିଲେ! ଯୁବ ଅନୁଷ୍ଠାନ ର ଦାୟିତ୍ୱ ଓ କାର୍ଯ୍ୟକଳାପ ଉପରେ ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ବେଛାସେବୀ ସନତ କୁମାର ସାହୁ ବୁଝାଇଥିଲେ! ଶେଷରେ ନୂତନ କର୍ମକର୍ତ୍ତା ମାନଙ୍କ ଶପଥ ଗ୍ରହଣ କରାଯାଇଥିଲା!

What's Your Reaction?

like

dislike

love

funny

angry

sad

wow