କାନ୍ଦୁଲମୁଣ୍ଡା ପୋଖରୀର ହିଡ଼ ଉପରେ ସେତୁନିର୍ମାଣ ର ଭିତ୍ତିପ୍ରସ୍ତର ସ୍ଥାପନ

Mar 8, 2025 - 07:06
 0  5
କାନ୍ଦୁଲମୁଣ୍ଡା ପୋଖରୀର ହିଡ଼ ଉପରେ ସେତୁନିର୍ମାଣ ର ଭିତ୍ତିପ୍ରସ୍ତର ସ୍ଥାପନ

କଣ୍ଟାମାଳ: ଲୋକ୍ ଆଵାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)

           ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଳସାଗୋରା କାନ୍ଦୁଲମୁଣ୍ଡା ପୋଖରୀ ହିଡ଼ ଉପରେ ସେତୁ ନିର୍ମାଣ ର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ, ଜିଲ୍ଲା ପରିଷଦ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ, ସହକାରୀ ନିର୍ବାହୀଯନ୍ତ୍ରୀ ଇଁ ଜୟ ମହନ୍ତ, ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲିକ, ବିଜେପି ନେତା ଅନିଲ ପ୍ରଧାନ, ମୁନା ମିଶ୍ର ଙ୍କ ସମେତ ଅଞ୍ଚଳ ବାସି କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow