ନିଆରା ଢଙ୍ଗରେ ଦୁର୍ଗାପୂଜା ପାଳିଲେ ପ୍ରଭାକର

ବାଲିଗୁଡା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ନିଆରା ଢଙ୍ଗରେ ଦୁର୍ଗାପୂଜା ପାଳିଲେ ପ୍ରଭାକର l ଦୀର୍ଘବର୍ଷ ହେବ ବାଲିଗୁଡା ନୂଆସାହି ର ପ୍ରଭାକର ନାୟକ ନିଜ ପରିବାର ସାହି ବାସିନ୍ଦା ଙ୍କ ସହିତ ଜଗତ ଜନନୀ ଦୁର୍ଗାଙ୍କ ପୂଜା ଆଗାଢ଼ ଭକ୍ତି ଓ ନିଷ୍ଠାର ସହିତ ପାଳନ କରି ଆସୁଛନ୍ତି l ତତ ସହିତ ସାହି ବାସିନ୍ଦା ବରିଷ୍ଠ ନାଗରିକ ଙ୍କୁ ସମ୍ମାନ ର ସହିତ ନୂତନ ବସ୍ତ୍ର ବଣ୍ଟନ କରି ଆସୁଛନ୍ତି ଏହି କ୍ରମରେ ଆଜି ପୁରୋହିତ ଙ୍କ ଦ୍ୱାରା ହୋମ ଯଜ୍ଞ ଆୟୋଜନ କରିବା ସହିତ ନୂତନ ବସ୍ତ୍ର ବଣ୍ଟନ କରୁଛନ୍ତି l
ମାଆ ଙ୍କ ପୂଜା ଆରାଧନା କରିବା ଦ୍ୱାରା ପରିବାର ମଧ୍ୟରେ ଶାନ୍ତି ଧନ, ଜନ, ଗୋପ ଲକ୍ଷ୍ମୀ ଓ ଯଶ ପ୍ରାପ୍ତି ହେବା କହିଛନ୍ତି ପ୍ରଭାଜର ଙ୍କ ପରିବାର l
What's Your Reaction?






