ନୂଆଁ ଖାଇ ଅବସରରେ କନ୍ଧ ସମାଜ ସଭାପତି ତଥା ଯୁବ ସଂଗଠକ ନନ୍ଦି କିଶୋର ଭୋଇ ଙ୍କ ଶୁଭେଚ୍ଛା ବାର୍ତ୍ତା...

Sep 8, 2024 - 11:44
 0  76
ନୂଆଁ ଖାଇ  ଅବସରରେ କନ୍ଧ ସମାଜ ସଭାପତି ତଥା ଯୁବ ସଂଗଠକ ନନ୍ଦି କିଶୋର ଭୋଇ ଙ୍କ ଶୁଭେଚ୍ଛା ବାର୍ତ୍ତା...

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ମହାନ ଗଣପର୍ଵ ପବିତ୍ର ନୂଆ ଖାଇ ଅବସରରେ ପଶ୍ଚିମ ଓଡିଶାର ଭାଇ ଓ ଭଉଣୀ ମାନଙ୍କୁ ତଥା ଓଡିଶା ବାସୀ ଙ୍କୁ ନୂଆ ଖାଇର ଜୁହାର ତଥା ଶୁଭେଚ୍ଛା ଓ ଅଭିନନ୍ଦନ।

What's Your Reaction?

like

dislike

love

funny

angry

sad

wow