ବାଲିଗୁଡା ନଗର ବିଜେପି ପକ୍ଷରୁ ସଦସ୍ୟତା କର୍ମଶାଳା ଅଭିଯାନ l

Aug 28, 2024 - 17:31
 0  29
ବାଲିଗୁଡା  ନଗର ବିଜେପି ପକ୍ଷରୁ ସଦସ୍ୟତା କର୍ମଶାଳା ଅଭିଯାନ l

ବାଲିଗୁଡ଼ା: ଲୋକ୍ ଆବାଜ.ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା) ;

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନଗର ବିଜେପି ମଣ୍ଡଳ ସଭାପତି ଦିବାକର ନଗର ବିଜେପି ପକ୍ଷରୁ ସଦସ୍ୟତା ସସାହୁ ଙ୍କ ନେତୃତ୍ଵ ରେ ବୁଧବାର ଦିନ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନଗର ବିଜେପି ପକ୍ଷରୁ ଦିନିକିଆ ସଦସ୍ୟତା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି l ସାରା ଭାରତ ବର୍ଷ ରେ ସେପ୍ଟେମ୍ବର ଦୁଇ ତାରିଖ ଠାରୁ ସଦସ୍ୟତା ଅଭିଯାନ ହେବାକୁଥିବା ବେଳେ ଆଜି ଏହି କର୍ମ ଶାଳl ରେ ବରିଷ୍ଠ କର୍ମୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ l

 ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ନଗର ସଦସ୍ୟତା ସଂଯୋଜକ ତଥା ଜିଲ୍ଲା ଉପ ସଭl ପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ବାଲିଗୁଡା ବିଧାୟିକା ପାର୍ଥୀନୀ ଶ୍ରୀମତୀ କଳ୍ପନା କହଁର ଙ୍କ ସମେତ ଜିଲ୍ଲା ଉପ ସଭାନେତ୍ରୀ ସୁଷମା ସାହୁ, ଜିଲ୍ଲା ସମ୍ପାଦକ ରଞ୍ଜିତ ସାହୁ ଜିଲ୍ଲା ଯୁବମୋର୍ଚ୍ଚା ସଧାରଣ ସମ୍ପାଦକ ବରିଷ୍ଠ କାର୍ଯ୍ୟକର୍ତ୍ତା ଦିଗାମ୍ବର ପାଣିଗ୍ରାହି ନରସିଂହ ବେହେରା ଅନ୍ତର୍ଯ୍ୟାମୀ ବେହେରା ରଞ୍ଜିତ ଚୌଧୁରୀ ପୂର୍ବତନ କାଉସିଲର ଝରଣା ଦଣ୍ଡସେନା ନୀଳ ମାଧବ ବେହେରା ଇନ୍ଦ୍ରମଣି ପାତ୍ର ଟିକି ଦଣ୍ଡିଆ ଜଗନ୍ନାଥ ବିଷୋୟୀ ସୂର୍ଯ୍ୟ ନାୟକ ଦିଲ୍ଲୀପ ପାତ୍ର ପ୍ରମୁଖ ଯୋଗଦେଇଥିଲେ l

What's Your Reaction?

like

dislike

love

funny

angry

sad

wow