ବାଲୁକା କଳା ରେ ନୁଆ ଖାଇ

Sep 8, 2024 - 11:11
 0  30
ବାଲୁକା କଳା ରେ ନୁଆ ଖାଇ

କର୍ଲାମୁଣ୍ଡା - ଲୋକ ଆବାଜ୍.ଇନ୍(ପ୍ରଦୀପ ରଣା)

ଆଜି ନୁଆଁଖାଇ l ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ପାଇଁ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ରହିଛି ଚଳାଚଞ୍ଚଳ l ଏହି ଅବସରରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଂଚାୟତ ର ଡ଼ଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ ଆଦିବାସୀ ଜନଜୀବନର ଏକ କଳାକୃତୀ ନିର୍ମାଣ କରି ନୁଆଁଖାଇର ମାହୋଲକୁ ଆହୁରି ରସସିକ୍ତ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow