ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ

Aug 14, 2025 - 19:17
Aug 14, 2025 - 20:39
 0  17
ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ

କଳାହାଣ୍ଡି:ଲୋକ୍ ଆବାଜ୍‌.ଇନ୍‌(ବ୍ୟୁରୋ)

କଳାହାଣ୍ଡି ଜିଲ୍ଳା ମ.ରାମପୁର ଭାରତୀୟ ଜନତା ପାର୍ଟି ତରଫରୁ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଦୁଇ ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ ମୋହନଗିରି ମଣ୍ଡଳ ସଭାପତି ଖ୍ରୀଷ୍ଟଦତ୍ତ ରାଉତଙ୍କ ନେତୃତ୍ୱରେ ଉର୍ଲଦାନୀ ପଂଚାୟତର ରଙ୍ଗାପଦରଠାରୁ ଆରମ୍ଭ ହେଇ ଉର୍ଲଦାନୀ ଗ୍ରାମ ପଂଚାୟତ ର ବିଭିନ୍ନ ଅଂଚଳ ପରିକ୍ରମା କରିଥିଲା । ଦ୍ୱିତୀୟ ଦିବସରେ ମ.ରାମପୁର ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡାଙ୍କ ନେତୃତ୍ୱରେ ମ.ରାମପୁର ଅଂଚଳରେ ଏହି ତ୍ରିରଙ୍ଗା ଯାତ୍ରା ସମାପନ ହେଇଥିବା ଜଣାପଡ଼ିଛି । ଉଭୟ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ମିଶ୍ର,ସଂଯୁକ୍ତା ସିଂହଦେଓ,ଖୁସିରାମ ସାହୁ,ପ୍ରଶାନ୍ତ ତ୍ରିପାଠୀ,ପ୍ରତାପ ଚନ୍ଦ୍ର ରଣା,ବିଜୟ କୁମାର ମହାଖୁଡ଼,ଦିବାକର ବାଗ,ଫ୍‌କୀର ରଣ.ମୋହନ ମନହୀରା,ଜୟ ପାତ.ଦେବଦତ୍ତ ପ୍ରହରାଜ,ଦିଲୀପ ସାହୁଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ରହିଥିଲେ । 

What's Your Reaction?

like

dislike

love

funny

angry

sad

wow