ବିଭାଗୀୟ କର୍ମଚାରୀଙ୍କ ଖାମ ଖିଆଲି ନୀତି ରାସ୍ତା ଉପରେ ପଡ଼ିଛି ବିଦ୍ୟୁତ ଖୁଣ୍ଟ.... ଜନ ସାଧାରଣ ହେଉଛନ୍ତି ଦୁର୍ଘଟଣା ର ଶିକାର

Aug 29, 2024 - 21:49
 0  15
ବିଭାଗୀୟ କର୍ମଚାରୀଙ୍କ ଖାମ ଖିଆଲି ନୀତି ରାସ୍ତା ଉପରେ ପଡ଼ିଛି ବିଦ୍ୟୁତ ଖୁଣ୍ଟ.... ଜନ ସାଧାରଣ ହେଉଛନ୍ତି ଦୁର୍ଘଟଣା ର ଶିକାର

କଣ୍ଟାମାଲ :ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ)

କଣ୍ଟାମାଲ ବ୍ଲକ ପଳସାଗୋରା ପଂଚାୟତ ଅନ୍ତର୍ଗତ ଏସ ଏଚ ୪୧ ରାଜରାସ୍ତ ଉପରେ ପଳସା ଗୋରା ହାଇସ୍କୁଲ ନିକଟସ୍ଥ ଲକ୍ଷ୍ମୀ ବସଷ୍ଟାଣ୍ଡ ପାଖ ରାସ୍ତା ରେ ବିଦ୍ୟୁତ ଖୁଣ୍ଟ ଏଣେତେଣେ ପଡିରହି ଥିବାରୁ ରାତ୍ର ସମୟରେ ଅନେକ ଛୋଟ ଛୋଟ ଦୁର୍ଘଟଣା ଘଟୁ ଥିବା ଅଭିଯୋଗ ହେଉଛି l ପିଚୁ ରାସ୍ତା କୁ ଲାଗି ଏହି ଖୁଣ୍ଟ ପଡିଥିବାରୁ ରାସ୍ତା ସାଇଡ ଦେଲାବେଳେ ବିଶେଷ କରି ସାଇକେଲ , ମଟର ସାଇକେଲ ଆରୋହୀ ଦୁର୍ଘଟଣା ହେଉଛନ୍ତି l ତେଣୁ ବିଦ୍ୟୁତ ଖୁଣ୍ଟ ଶୀଘ୍ର୍ ଅପସାରଣ କରିବାକୁ ସାଧାରଣ ରେ ଦାବିହେଉଛି l

What's Your Reaction?

like

dislike

love

funny

angry

sad

wow