ଭୟଙ୍କର ରୂପେ ମାଡି ଆସୁଛି ସାମୁଦ୍ରିକ ଝଡ଼ " ଦାନା " ଚାଷୀକୂଳ ଭୟଭୀତ l

Oct 24, 2024 - 21:33
 0  32
ଭୟଙ୍କର ରୂପେ ମାଡି ଆସୁଛି ସାମୁଦ୍ରିକ ଝଡ଼ " ଦାନା "  ଚାଷୀକୂଳ ଭୟଭୀତ l

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 ଭୟଙ୍କର ରୂପେ ମାଡି ଆସୁଛି ସାମୁଦ୍ରିକ ଝଡ଼ " ଦାନା " ଯାହାକୁ ନେଇ ଚାଷୀକୂଳ ଭୟଭିତ l ସମ୍ଭାବ୍ୟ ବାତ୍ୟା ର ପ୍ରଭାବ ରେ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଅଞ୍ଚଳ ମେଘାଚ୍ଛନ୍ନ ଥିବା ବେଳେ କିଛି ସ୍ଥାନରେ ଝିପି ଝିପି ବର୍ଷା ଦେଖିବାକୁ ମିଳିଛି l

 ବାତ୍ୟା ର ପ୍ରଭାବ କନ୍ଧମାଳ ଜ଼ିଲ୍ଲା ରେ ପଡୁନଥିବା ବେଳେ ବର୍ଷା ଝଡ଼ ଆଶଙ୍କା କରି ମାଣ୍ଡିଆ ଚାଷୀ ତରତର ଭାବେ ମାଣ୍ଡିଆ ଅମଳ କରୁଥିବା ଦେଖିବାକୁ ମିଳିଛି l

What's Your Reaction?

like

dislike

love

funny

angry

sad

wow