ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଅନ୍ତର୍ଯ୍ୟାମୀ

ବାଲିଗୁଡ଼ା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ପିପୁଲ ସରକାର ବା ଲୋକଙ୍କ ସରକାର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟିଲେ କଂଧମାଳ ଜିଲ୍ଲା ବାଲିଗୁଡ଼ା ର ବରିଷ୍ଠ କାର୍ଯ୍ୟକର୍ତ୍ତା ଅନ୍ତର୍ଯ୍ୟାମୀ ବେହେରା l ମୁଖ୍ୟମନ୍ତ୍ରୀ ଙ୍କ ବାସ ଭବନ ରେ ଭେଟି ସେ ତୁମୁଡ଼ିବନ୍ଧ ସଂସ୍କୃତି କନ୍ୟାଶ୍ରମ ର ସମସ୍ୟା ର ସମାଧାନ ଓ ବାଲିଗୁଡ଼ା ସ୍ଥିତ ନୂଆସାହି ର ନୂତନ ଜରଶ୍ରମ ର ପରିଚାଳନା ନିମନ୍ତେ ଆଲୋଚନା କରିଛନ୍ତି l ଅନ୍ତର୍ଯ୍ୟାମୀ ଙ୍କ ଏହି ସାମାଜିକ କାର୍ଯକ୍ରମ ପ୍ରତି ବାଲିଗୁଡ଼ାବାସୀ ପ୍ରଶଂସା କରିଛନ୍ତି l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବ୍ ଶିଘ୍ର ସଂସ୍କୃତ କନ୍ୟାଶ୍ରମ ଜଳେଶପଟ୍ଟା ର ବିକାଶ ଓ ଜରାଶ୍ରମ ର ପରିଚାଳନା ପ୍ରତି ଗୁରୁତ୍ଵ ଦେବlକୁ କହି ଥିବାରୁ ମୂଖ୍ୟମନ୍ତ୍ରୀ ଙ୍କୁ ବାଲିଗୁଡ଼ାବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି l
What's Your Reaction?






