ମ.ରାମପୁରରେ ନବାନ୍ନ ତିଥି ନିର୍ଦ୍ଧାରଣ

Date and Time fixed for taking NABARNNA

Aug 22, 2024 - 20:51
Aug 22, 2024 - 21:00
 0  117
ମ.ରାମପୁରରେ ନବାନ୍ନ ତିଥି ନିର୍ଦ୍ଧାରଣ

ମ.ରାମପୁରରେ ନବାନ୍ନ ତିଥି ନିର୍ଦ୍ଧାରଣ

କଳାହାଣ୍ଡି(ଲୋକ୍ ଆବାଜ୍‌. ଇନ୍‌)

ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନବାନ୍ନ । ଏହି ନବାନ୍ନଟି ପଂଚମୀ ତିଥିରେ କିଛି ଅଂଚଳରେ ହେଉଥିବାବେଳେ ମ.ରାମପୁର ଅଂଚଳରେ ଚଳିତ ବର୍ଷ ପାଇଁ ନବାନ୍ନ ତିଥି ନିର୍ଦ୍ଧାରଣ ହେଇଛି । ମ.ରାମପୁର ରାଜା ବୁଧେନ୍ଦ୍ର ପ୍ରତାପ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ ପରିବାରର ପୂଜକ ଅଶୋକ ପଣ୍ଡା ଏବଂ ପଣ୍ଡିତମାନଙ୍କ ମଧ୍ୟରେ ତ୍ରିଲୋଚନ ଦାଶ, ଯୁଗଳ କିଶୋର ପ୍ରହରାଜ,ଶିବ ପ୍ରସାଦ ଶତପଥୀ,ସନ୍ତୋଷ ନନ୍ଦଉପସ୍ଥିତ ରହି ନବାନ୍ନ ତିଥି ନିର୍ଦ୍ଧାରଣ କରାଯାଇଥିଲା । ନିର୍ଦ୍ଧାରିତ ତିଥି ଭାଦ୍ରବ ମାସ ଶୁକ୍ଲପକ୍ଷ ଦଶମୀ ତିଥି(ଇଂ:ତା:୧୩.୦୯.୨୦୨୪,ଶୁକ୍ରବାର) ଦିବା ୧୧.୩୭ରୁ ୧୨.୫୫ ମଧ୍ୟେ ନବାନ୍ନ ଲାଗି ହେବାର ଯୋଗ ରହିଅଛି । ତେବେ ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ କ୍ରମଶଃ ଚଳଚଂଚଳ ହେବାରେ ଲାଗିଛି ପଶ୍ଚିମ ଓଡ଼ିଶା । 

What's Your Reaction?

like

dislike

love

funny

angry

sad

wow