ଶକ୍ତି କ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Aug 18, 2024 - 17:32
 0  118
ଶକ୍ତି କ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: ଲୋକ ଆବାଜ.ଇନ (ସତ୍ୟ ବ୍ରତ ବଗର୍ତ୍ତୀ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଂଜା ଗ୍ରାମ ପଞ୍ଚାୟତ ହାଇସ୍କୁଲ ରିଞ୍ଜାର ଛାତ୍ରୀ ଛାତ୍ର ମାନଙ୍କୁ ନେଇ ଗଠିତ *ଶକ୍ତି କ୍ଲବ* ଦ୍ୱାରା ରାସ୍ତା କଡରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରବିବାର ଆୟୋଜନ କରାଯାଇଥିଲା। ଏଥିରେ ଶକ୍ତି କ୍ଲବ ଇନଚାର୍ଜ ଶିକ୍ଷକ ସଞ୍ଜୀବ କୁମାର ନାଗ ତଥା ସ୍କାଉଟ ଶିକ୍ଷକ ଅରବିନ୍ଦ ସାହୁଙ୍କ ତତ୍ତ୍ଵବଧାନରେ ରିଞ୍ଜା ହାଇସ୍କୁଲ ରୁ ଦେଓଗାଁ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଛାତ୍ରୀ ଛାତ୍ର ମାନେ ବୃକ୍ଷ ରୋପଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow