ହିନ୍ଦୁ ସମାଜ ଦ୍ୱାରା ବାଙ୍ଗଲାଦେଶୀ ହିନ୍ଦୁ ଙ୍କୁ ନିର୍ଯାତନା ବନ୍ଦ କରିବାକୁ ଶୋଭାଯାତ୍ରା।

ମାଲକାନଗିରି (ଅବଦୁଲ ଗାନିଙ୍କ ରିପୋର୍ଟ , ଲୋକ ଆବାଜ) : ମାଲକାନଗିରି ଜିଲ୍ଲା ବାଙ୍ଗଲାଦେଶୀ ମୁସଲିମ ଅନୁପ୍ରବେଶ କାରୀଙ୍କୁ ଚିହ୍ନଟ କରି। ମାଲକାନଗିରି ଜିଲ୍ଲାରୁ ତଦାଯିବାପାଇଁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ମାଲକାନଗିରି ଜିଲ୍ଲାର ସମସ୍ତ ଦୁକାନ ବଜାର ବନ୍ଦ ସଫଳ ହୋଇଥିଲା। ଆଜି ମାଥିଲି ବ୍ଲକ ହିନ୍ଦୁ ସମାଜ ଦ୍ୱାରା ମାଥିଲି ହନୁମାନ ମନ୍ଦିର ରୁ ଏକ ଶୋଭାଯାତ୍ରା ବାହାରି ସଚେତନ କରାଯାଇଛି।
What's Your Reaction?






