ଋଣ୍ଡିମହୁଲ ପଂଚାୟତ ଠାରେ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ

କଣ୍ଟାମାଳ: ଲୋକ ଆବଜ୍. ଇନ୍ ( ପୂର୍ଣ୍ଣ ଚରଣ ସାହୁ) :
ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଋଣ୍ଡିମହୁଲ ଗ୍ରାମ ପଂଚାୟତ ଅନ୍ତର୍ଗତ ଋଣ୍ଡିମହୁଲ ବସଷ୍ଟାଣ୍ଡ ନିକଟ ନଳକୂପ ଠାରେବିଶ୍ବ ପରିବେଶ ଦିବସ ଅବସରରେ ଆଜି ମା ପାଇଁ ଗଛ ଟିଏ,ସଫେଇ ଓ ବୃକ୍ଷ ରୋପଣ କାର୍ଯକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯକ୍ରମରେ କଣ୍ଟାମାଲ ବ୍ଲକ ର ଜଳଓପରିମଳ ବିଭାଗ ର ସହକାରୀ ଯନ୍ତ୍ରୀ ଇଂ ଅଜିତ କୁମାର ସେଠି, ପଂଚାୟତ ନିର୍ବାହୀ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର, ପୂର୍ବତନ ସରପଞ୍ଚ ଗୋପାଳ ଚନ୍ଦ୍ର ପୁରୋହିତ, ବିଆରସି ଅର୍ଜୁନ ଦାସ, ନଳିନୀ କାନ୍ତ ସାହୁ, ପ୍ରମୁଖ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟ କରିଥିଲେ l
What's Your Reaction?






