କଣ୍ଟାମାଳ କଲ୍ୟାଣ ମଣ୍ଡପରେ ଭାଜପାର ସଂଗଠନ କର୍ମଶାଳା ଅନୁଷ୍ଠିତ

କଣ୍ଟାମାଳ :ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର ଭାରତୀୟ ଜନତା ପାର୍ଟି କଣ୍ଟାମାଳ ମଣ୍ଡଳର ସଂଗଠନ ପର୍ବ କର୍ମଶାଳା ୨୦୨୪ ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନଙ୍କ ସଭାପତିତ୍ୱରେ କଣ୍ଟାମାଳ ସ୍ଥିତ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ କାର୍ଯ୍ୟକର୍ତ୍ତାମାନଙ୍କୁ ଆହୁରି ସକ୍ରିୟ ହୋଇ ସଦସ୍ୟତା କୁ ଅଧିକରୁ ଅଧିକ କରିବାକୁ ଜୋର ଦିଆ ଯାଇଥିଲା ।ଏହି କର୍ମଶାଳାରେ ବିଧାୟକ ଶ୍ରୀଯୁକ୍ତ କହ୍ମାଇ ଚରଣ ଡାଙ୍ଗ, ଜ଼ିଲ୍ଲାପରିଷଦ ସଦସ୍ୟ ରାକେଶ କୁମାର ତ୍ରିପାଠୀ,ଜିଲ୍ଲା ପରିଷଦସଭ୍ୟା ପଦ୍ମାଳୟା ପ୍ରଧାନ, ରାଜ୍ୟ ଯୁବ ନେତା ଓମପ୍ରକାଶ ମିଶ୍ର, କଣ୍ଟାମାଳ ମଣ୍ଡଳ ସଂଗଠନ ପ୍ରଭାରୀ ଚିତ୍ତରଞ୍ଜନ ପାତ୍ର, ଘଣ୍ଟାପଡା ମଣ୍ଡଳ ସଭାପତି ପିନାକ ଧର ରଣା, କଣ୍ଟାମାଳ ସଦସ୍ୟତା ପ୍ରଭାରୀ କେଦାରନାଥ ସାହୁ, କଣ୍ଟାମାଳ ଶକ୍ତି କେନ୍ଦ୍ର ପ୍ରମୁଖ ରାଜୀବ ମିଶ୍ର, ଋଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ଅନିରୁଦ୍ଧ କଲତା, ମହେନ୍ଦ୍ର ସାହୁ, ବିଜୁ ସାହୁ, ଜେମାକାନ୍ତ ନାୟକ, ଡମ୍ବରୁଧର କହଁର,ଶିତିକଣ୍ଠ ମିଶ୍ର, ନିବାସ ମହାକୁଡ଼, ଗିରିଶ ଦଳବେହେରା, ସମୀର ମାଝୀ, କୁଶଳେ ଭାଟି, ସୁନାଧର ମଲିକ, ନିରଞ୍ଜନ ଷଡ଼ଙ୍ଗୀ. ଠାକୁର ନାୟକ. ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସନତ ବାରିକ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ
What's Your Reaction?






