କଣ୍ଟାମାଳ ଠାରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ l

Sep 27, 2024 - 06:12
 0  19
କଣ୍ଟାମାଳ ଠାରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ l

କଣ୍ଟାମାଳ :ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ୍)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକସଦର ମେଡ଼ିକାଲରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହିସଚେତନତା କାର୍ଯ୍ୟ କ୍ରମରେ ମେଡିକାଲର ମେଡିକାଲ ଅଫିସର ଡାକ୍ତର ଜଗଦୀଶ ସେଠି ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟ କ୍ରମରେ ଡାକ୍ତର ନିକହମ ମୋମିନ,ବିଆରସି ଅର୍ଜୁନ ଦାସ ଯୋଗ ଦେଇ ସରକାରୀ ବିଭିନ୍ନ ଯୋଜନା ରେ ଲାଭlର୍ଥ ହେବା ପାଇଁ, ସଫେଇ ମିତ୍ର ସୁରକ୍ଷା ଶିବିରର ଉଦେଶ୍ୟ,ସ୍ୱଛତା ହିଁ ସେବା, ,ସଫେଇ କାର୍ଯ୍ୟ କ୍ରମ, ସ୍ୱଛତା ରାଲି କାର୍ଯ୍ୟ କ୍ରମ,ସ୍ୱଛତା ଶପଥ ପାଠ କାର୍ଯ୍ୟ କ୍ରମ ଉପରେ ସଚେତନ କରାଯାଇଥିଲା l

ଶେଷରେ ଶିବିରରେ ଡାକ୍ତର ନିକହମ ମୋମିନ ରୋଗୀମାନଙ୍କୁ ଚିକିତ୍ସାମଧ୍ୟ କରିଥିଲେ l ଉକ୍ତ କାର୍ଯ୍ୟ କ୍ରମରେ ମୋଟୀଭେଟର ଶ୍ରୀହରି ବାଗ,ବ୍ଲକ ର ବିଭିନ୍ନ ଗ୍ରାମରୁ ଆସି ଥିବା ସଫେଇ ମିତ୍ର,ସ୍ୱୟଂ ସହାୟକ ଗୋଷ୍ଟି ର ସଦସ୍ୟ ମାନେ, ୱାର୍ଡ ମେମ୍ବର, ଜଳପରିମଳ କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow