କନ୍ଧମାଳ ସାଂସଦ ଙ୍କ ପୋଷ୍ଟର ଚିରି ଅଭିଯୋଗ ......ପୋଲିସ ର ତଦନ୍ତ ଆରମ୍ଭ

କନ୍ଧମାଳ: ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ବାଲିଗୁଡା ରେ କନ୍ଧମାଳ ସଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ପୋଷ୍ଟର ଚିରି ଅଭିଯୋଗ l ଶାରଦୀୟ ଦୁର୍ଗାପୂଜା ଅବସରରେ ବାଲିଗୁଡା ସହରସ୍ଥିତ ତ୍ରିବେଦୀ ପାର୍କ ନିକଟ ରେ ଶୁଭେଚ୍ଛା ବାର୍ତ୍ତା କୁ କେହି ଦୁର୍ବୁତ୍ତ ଚିରି ଦେଇଥିବା ଅଭିଯୋଗ ହୋଇଛି l ଏନେଇ କନ୍ଧମାଳ ସାଂସଦ ଙ୍କ ବ୍ଲକ ପ୍ରତିନିଧି ରଞ୍ଜିତ ବାଲିଗୁଡା ଥାନାରେ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କୁ ମୌଖିକ ଅଭିଯୋଗ କରିଛନ୍ତି l ସି ସି ଟି ଭି ଆଧାର ରେ ଖୁବ ଶୀଘ୍ର ଦୁର୍ବୁତ୍ତ ଙ୍କୁ ଧରିବେ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି l
What's Your Reaction?






