କର୍ଲାମୁଣ୍ଡା ବ୍ଲକ : ୫ ଛାତ୍ରୀ/ଛାତ୍ର ନବୋଦୟ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ

Mar 27, 2025 - 20:21
 0  135
କର୍ଲାମୁଣ୍ଡା ବ୍ଲକ :  ୫ ଛାତ୍ରୀ/ଛାତ୍ର ନବୋଦୟ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ

କର୍ଲାମୁଣ୍ଡା:୨୭/୩( ଲୋକ ଆବାଜ୍.ଇନ୍ ପ୍ରଦୀପ କୁମାର ସାହୁ ଙ୍କ ରିପୋର୍ଟ)

 କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ୫ ଜଣ ଛାତ୍ରୀ ଛାତ୍ର ନବୋଦୟ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି l

ସେମାନେ ହେଲେ କର୍ଲାମୁଣ୍ଡା ସ୍ୱରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଦୁରାନ୍ତକ ସାହୁ ଓ ବୈଷ୍ଣବ ସାହୁ,କର୍ଲାମୁଣ୍ଡା କିଡ୍ସ ୱାର୍ଲଡ଼ ଇଂଲିଶ ମିଡିୟମ ସ୍କୁଲ ର ଛାତ୍ର ଆର୍ଯ୍ୟନ ସାହୁ,ଘନଶ୍ୟାମ କରକରିଆ, ଏସ୍ .ଏସ୍ ସମ୍ପର୍ଣା ଅଟନ୍ତି l ଛାତ୍ରୀ ଛାତ୍ର ଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l

What's Your Reaction?

like

dislike

love

funny

angry

sad

wow