କଳାକାର ପୂର୍ଣ୍ଣଚନ୍ଦ୍ର ଙ୍କୁ ସମ୍ମାନିତ କଲେ ମୁରାସୁର

Oct 24, 2024 - 21:43
Oct 24, 2024 - 21:49
 0  64
କଳାକାର ପୂର୍ଣ୍ଣଚନ୍ଦ୍ର ଙ୍କୁ ସମ୍ମାନିତ କଲେ ମୁରାସୁର

କଣ୍ଟାମାଳ : ଲୋକ୍ ଆବାଜ୍.ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମୁରାସୁର ଦରବାର କାର୍ଯ୍ୟକ୍ରମରେ ସ୍ଥାନୀୟ ଶ୍ରୀ ଲୀଳା କଳାକାର ପୂର୍ଣ୍ଣ ଚନ୍ଦ୍ର ଖମାରୀ ଓ ସନ୍ତୋଷ ସାହୁ ଙ୍କୁ ମହାରାଜା ମୁରାସୁର ମାନପତ୍ର ଦେଇ ସମ୍ମାନିତ କରିଥିଲେ |ଉକ୍ତ ଦୁଇଜଣ କଳାକାର ସ୍ଥାନୀୟ ମାଁ ଭୈରବୀ କଲାପରିଷଦ ର ବରିଷ୍ଠ କଳାକାର ଅଟନ୍ତି |ଉଭୟ ଏହି ଅନୁଷ୍ଠାନ ରେ ତାଙ୍କର ନିଖୁଣ ଅଭିନୟ ପାଇଁ ଦର୍ଶକ ଙ୍କ ପ୍ରିୟ କଳାକାର ଭାବେ ପରିଚିତି ରହିଛି |ଉଭୟ ଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ର ସୁଅ ଛୁଟିଛି l 

What's Your Reaction?

like

dislike

love

funny

angry

sad

wow