କଣ୍ଟାମାଳବ୍ଲକ ସମ୍ମିଳନୀ କକ୍ଷ ଠାରେ ସୁସ୍ଥ ଗ୍ରାମପଂଚାୟତ ସମ୍ପର୍କିତ ଏକ ଦିବସିୟ ପ୍ରଶିକ୍ଷଣ ଶିବିରଅନୁଷ୍ଠିତ l

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସମ୍ମିଳନୀ କକ୍ଷ ଠାରେ, ଜିଲ୍ଲା ପରିଷଦ ବୌଦ୍ଧ ଓ ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଆନୁକୂଲ୍ୟରେ ସୁସ୍ଥ ଗ୍ରାମ ପଂଚାୟତ ସମ୍ପର୍କିତ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l
ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ପଂଚାୟତ ଅଧିକାରୀ ମନରଞ୍ଜନ ମହାନ୍ତି, ସିଡିପିଓ ପଙ୍କଜିନୀ ମିଶ୍ର, ପ୍ରଜେକ୍ଟ ମ୍ୟାନେଜର ଏସଡି ଜିଲ୍ଲା ପରିଷଦ ଅମ୍ରିତା ପ୍ରିୟଦର୍ଶନୀ ପଣ୍ଡା, ପିଏମ ଆଇଟି ନିରଜ ମିଶ୍ର, ଡ଼ିଏସସି ଆର୍ତ୍ତ ତ୍ରାଣ ପାଢ଼ୀ ଯୋଗ ଦେଇ ସଶକ୍ତ ପଂଚାୟତ, ସଶକ୍ତ ଓଡିଶା, ସୁସ୍ଥ ଗ୍ରାମ ପଂଚାୟତ ଉପରେ ବକ୍ତବ୍ୟ ରଖିଥିଲେ l ଏହି ଶିବିରରେ କଣ୍ଟାମାଳ ବ୍ଲକର ସରପଞ୍ଚ, ଆଶାକର୍ମି,ଅଙ୍ଗନୱାଡି କର୍ମି ମାନେ ଯୋଗ ଦେଇଥିଲେ l
What's Your Reaction?






