କଳାକାର ସନ୍ତୋଷ ସାହୁ ଙ୍କୁ ସମ୍ମାନିତ କଲେ ମୁରାସୁର

Oct 25, 2024 - 21:50
 0  13
କଳାକାର ସନ୍ତୋଷ ସାହୁ ଙ୍କୁ ସମ୍ମାନିତ କଲେ ମୁରାସୁର

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମୁରାସୁର ଦରବାର କାର୍ଯ୍ୟକ୍ରମରେ ସ୍ଥାନୀୟ ଶ୍ରୀ ରାମଲୀଳା କଳାକାର ସନ୍ତୋଷ ସାହୁ ଙ୍କୁ ମହାରାଜା ମୁରାସୁର ମାନପତ୍ର ଦେଇ ସମ୍ମାନିତ କରିଥିଲେ |ଉକ୍ତ କଳାକାର ସ୍ଥାନୀୟ ମାଁ ଭୈରବୀ କଲାପରିଷଦ ର ବରିଷ୍ଠ କଳାକାର ଅଟନ୍ତି |ଏହି ଅନୁଷ୍ଠାନ ରେ ସେ ଦୀର୍ଘ 28ବର୍ଷ ରାମ ଭୂମିକାରେ ଅଭିନୟ କରି ଦର୍ଶକ ଙ୍କମନ ଜିଣି ପ୍ରିୟ କଳାକାର ଭାବେ ପରିଚିତି ହୋଇ ପାରିଛନ୍ତି | ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ର ସୁଅ ଛୁଟିଛି

What's Your Reaction?

like

dislike

love

funny

angry

sad

wow