ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ର ର ଏ.ଏନ. ଏମ.ମରଣାନ୍ତକ ଆକ୍ରମଣ ଥାନାରେ ଅଭିଯୋଗ l

ବାଲିଗୁଡା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଖମଣଖୋଲ ରେ ଅଭାବନୀୟ ଘଟଣା l ଘରେ ପଶି ଏନ. ଏମ ଙ୍କୁ ମାରନାନ୍ତକ ଆକ୍ରମଣ l ବିଳମ୍ବିତ ରାତି ସଂଘବଦ୍ଧ ଭାବେ ଆକ୍ରମଣ l ସୂଚନା ଅନୁଯାୟୀ ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟାରତ ଟିକିଲି ରାଜପୁତ ଙ୍କୁ ବିଳମ୍ବିତ ରାତିରେ ଚାରିରୁ ଉର୍ଦ୍ଧ ମହିଳା ଦଶରୁ ଉର୍ଦ୍ଧ ପୁରୁଷ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ l ଏନ. ଏମ ଙ୍କୁ ଘରୁ ଘୋଷାରି ଆଣି ରାସ୍ତା ମଝିରେ ନିର୍ଧୁମ ଛେଚି ଥିଲେ ଏବଂ ଦେହ ରେ ଚକୁଡି ଥିଲେ l ଏମ ଏମ ଙ୍କ ମୁହଁ ଓ ଛାତି ମୁଣ୍ଡ ରେ ଆଘାତ ଲାଗିଛି l ଖବର ପାଇ ବାଲିଗୁଡା ଥାନା ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତ୍ତି କରିଥିଲେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନା କୁ ରେଫର କରିଛି ଏନେଇ ବାଲିଗୁଡା ଥାନା ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି l byte 1 ଟିକିଲି ରାଜପୁତ l ମହିଳା ସ୍ୱାସ୍ଥ୍ୟ କର୍ମୀ
What's Your Reaction?






