ଖଲିଆପାଲି ବିଦ୍ୟାଳୟରେ ବିଶ୍ୱ ଶୌଚାଳୟ ଦିବସ ପାଳିତ

Nov 21, 2024 - 09:12
 0  12
ଖଲିଆପାଲି ବିଦ୍ୟାଳୟରେ ବିଶ୍ୱ ଶୌଚାଳୟ ଦିବସ ପାଳିତ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍ ( ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଲିଆପାଲି ପଂଚାୟତ ଅନ୍ତର୍ଗତ ଖଲିଆପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ଶୌଚାଳୟ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟ କ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ମହାପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମରେସ୍ଵେଛା ଗ୍ରାହୀ ଶ୍ରୀହରି ବାଘ, ବିଆରସି ଅର୍ଜୁନ ଦାସ ଯୋଗ ଦେଇ ବିଶ୍ୱ ଶୌଚାଳୟ ଦିବସ, ହାତଧୁଆ, ପାଇଖାନା ବ୍ୟବହାର, ସ୍ୱଛତା ଉପରେ ଛାତ୍ର, ଛାତ୍ରୀ ମାନଙ୍କୁ ସଚେତନ କରିଥିଲେl ପରେ ଛାତ୍ର, ଛାତ୍ରୀ ମାନଂକୁ ନେଇ ସ୍ୱଛତା ରାଲି ଓ ସ୍ୱଛତା ଶପଥ ପାଠ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ କ୍ରୀଷ୍ଣା ବସ୍ତିଆ, ଗୀତାଞ୍ଜଳି ଦେହୁରୀ, ରୋହନ କୁମାର ପରିଡା, ଲୋକେସକୁମାର ଦିଶ୍ରୀ,କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow