ଗୁଞ୍ଜିବାଡି ଶକ୍ତି କେନ୍ଦ୍ରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
1.
ବାଲିଗୁଡାଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଞ୍ଜିବାଡି ଶକ୍ତି କେନ୍ଦ୍ର ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ l ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିବସ ରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସାରା ଭାରତ ରେ ସହର ଠାରୁ ପଲ୍ଲୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜି ଶେଷ ଦିବସ ଅର୍ଥାତ ଗାନ୍ଧୀ ଜୟନ୍ତୀ ରେ ଗୁଞ୍ଜିବାଡ଼ି ଶକ୍ତିକେନ୍ଦ୍ର ପ୍ରମୁଖ ରାମନାଥ ପ୍ରଧାନ ଙ୍କ ତତ୍ୱlବଧାନ ରେ ଗୁଞ୍ଜିବାଡ଼ି ପଞ୍ଚାୟତ ର ସମସ୍ତ ବିଜେପି କାର୍ଯ୍ୟକର୍ତା ଏବଂ ସିର୍ତ୍ତିଗୁଡା ପଞ୍ଚାୟତ ର ବହୁତ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ କନ୍ଧମାଳ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ପଣ୍ଡିତ ବିଶିମାଝି ଙ୍କ ସମେତ ଉଦ୍ଧବ ଦିଗାଳ ନୀଳକଣ୍ଠ ପାଇକ ପ୍ରତାପ ଚୌଧୁରୀ ଗୁରୁରାମ ପାତ୍ର ରାମେଶ୍ୱର ପ୍ରଧାନ ମନୋଜ କୁମାର ମଲିକ ପରମେଶ୍ୱର ପ୍ରଧାନ, ନିଗମାନନ୍ଦ ପୂଜାରୀ ଉପସ୍ଥିତ ଥିଲେ।
What's Your Reaction?






