ଧୂମଧାମ ରେ ପାଳିତ ହେଲା ନବରାତ୍ରୀ।

ମାଲକାନଗିରି: ଲୋକ ଆବାଜ୍ .ଇନ୍ (ଅବଦୁଲ ଗାନି ଙ୍କ ରିପୋର୍ଟ)
ମାଲକାନଗିରି ଜିଲ୍ଲା ମାଥିଲି ଠାରେ ବଡ ଧୂମଧାମ ରେ ନବରାତ୍ରୀ ପାଳନ ହୋଇଛି। ଏହି ନବରାତ୍ରୀ ଉପଲକ୍ଷେ ମାଥିଲି ଗ୍ରାମରକ୍ଷୀ (ହୋମ ଗାର୍ଡ )ଙ୍କ ଦ୍ୱାରା କ୍ଷୀରି ବଣ୍ଟନ କରାଯାଇଥିଲା।
ଏଥି ସହ ଛୋଟ ଛୋଟ ପିଲାମାନେ ସଂଗୀତ ଓ ସଂସ୍କୃତି କ କାର୍ଯ୍ୟକ୍ରମ କରିଥିଲେ। ହଜାର ହଜାର ଜନସାଧାରଣ ଉପସ୍ଥିତ ରହି ମନରଞ୍ଜନ କରିଥିଲେ।
What's Your Reaction?






