ନବନିର୍ମିତ ଶୌଚାଳୟ ର ଶୁଭ ଉଦଘାଟନ ସମାରୋହ

Sep 7, 2024 - 18:56
Sep 7, 2024 - 18:58
 0  77
ନବନିର୍ମିତ ଶୌଚାଳୟ ର ଶୁଭ ଉଦଘାଟନ ସମାରୋହ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ ରଣା)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଜିଲ୍ଲାପରିଷଦ ପାଣ୍ଠିରେ ନବନିର୍ମିତ ଶୌଚାଳୟ ର ଶୁଭ ଉଦଘାଟନ ସମାରୋହ ଶନିବାର ଅନୁଷ୍ଠିତ ହୋଇଥିଲା।

 ଏଥିରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା-'ଖ' ଜିଲ୍ଲାପରିଷଦ ସଦସ୍ୟ ସୁରେଶ ଚୌଧୁରୀ ଯୋଗ ଦେଇ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଆଚାର୍ଯ୍ୟ ଶାନ୍ତନୁ କୁମାର ମିଶ୍ର ଓ ପରିଚାଳନା ସମିତି ସଦସ୍ୟ ଯତୀନ୍ଦ୍ର ନାଥ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow