ନୂତନ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଯୋଗ ଦାନ.... ସମସ୍ତ ଙ୍କ ସହଯୋଗ ରେ ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ କର୍ଲାମୁଣ୍ଡା:

କର୍ଲାମୁଣ୍ଡା:ଲୋକ ଆବାଜ. ଇନ/ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ସୋମବାର ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ଯୋଗ ଦେଇଛନ୍ତି।କାର୍ଯ୍ୟାଳୟ ରେ ଯୋଗ ଦେବା ସମୟରେ ଏବିଇଓ ରାମ ଚନ୍ଦ୍ର ସା, ରୋହିତ କୁମାର ରଣା, ଗୋପମଣୀ ସାହୁ,ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗରୁଡ଼ ଧ୍ୱଜ ଗହୀର,ଅବସର ପ୍ରାପ୍ତ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ, ଶିକ୍ଷକ ସଂଘ ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ, ସମ୍ପାଦକ ସଞ୍ଜୟ ଦାସ,ଉପ ସଭାନେତ୍ରୀ ତୁଲାମତୀ ସାହୁ,ଯୁଗ୍ମ ସମ୍ପାଦକ ପ୍ରତାପ ପ୍ରଧାନ,ସିଆରସିସି ଉଜ୍ଜଳ କୁମାର ସାହୁ, ପ୍ରସନ୍ନ କୁମାର ସାହୁ, ହେମନ୍ତ ନାଏକ,ଟୁକୁନୁ କୁମାର,ବିଶି କେସନ ସୁନା,ପ୍ରଭା ରଞ୍ଜନ ବନଛୋର,ଶିକ୍ଷକ କ୍ଷୀର ସାଗର ସାହୁ,ସଞ୍ଜୟ ସେନାପତି, ଫକୀର ମାଝୀ,ବିଭାଗୀୟ ଏକାଉଣ୍ଟାଣ୍ଟ ତ୍ରିଜ୍ୟୋତି ନିଆଲ, ଭୁଜ ରାଜ ରଣା,କ୍ଷୀରୋଦ ବଡ଼ମାଲି,ସନ୍ତୋଷ କୁମାର,ବୃନ୍ଦା ରଣା, ରୋହିତ ସାହୁ,ଉମାକାନ୍ତ ସାହୁ ଡିଇଓ ମନୋଜ କୁମାର ସାହୁ, ବିଆରର୍ଟି ପ୍ରଦୀପ କୁମାର ବେହେରା,ପ୍ରକାଶ ବିଶ୍ୱାଳ,ଓ ଅନ୍ୟାନ୍ୟ ଶିକ୍ଷୟିତ୍ରୀ /ଶିକ୍ଷକ ,ସିଆରସିସି ମାନେ ଉପସ୍ଥିତ ରହି ସ୍ୱାଗତ ଜଣେଇଥିଲେ। କର୍ଲାମୁଣ୍ଡା ବ୍ଲକ କୁ ରାଜ୍ୟ ସ୍ତରରେ ଶିକ୍ଷା କ୍ଷେତ୍ରରେ ଏକ ନମ୍ବର ବ୍ଲକ ଭାବେ ଗଢିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ସେ ତାଙ୍କ ଚାକିରୀ ଏହି ବ୍ଲକ ର ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟ ରୁ ୧୯୮୯ ରୁ ୧୯୯୭ ମସିହା ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ ।ଏଣୁ ଏହି ବ୍ଲକ ର ସମସ୍ତ ଙ୍କ ସହଯୋଗ ପାଇବି ବୋଲି ଆଶା ବ୍ୟକ୍ତ କରିଛନ୍ତି। କର୍ଲାମୁଣ୍ଡା ବ୍ଲକ ରେ ଯୋଗ ଦେବା ପୂର୍ବରୁ ସେ ଜୁନାଗଡ଼ ବ୍ଲକ ମହିଚଲା ବାଲାଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।
What's Your Reaction?






