ବାଲିଗୁଡା ବିଜେପି ପକ୍ଷରୁ ସଦସ୍ୟତା ମହା ଅଭିଯାନ

ବାଲିଗୁଡା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବିଜେପି ର ବୁଥ କୁ ଚାଲ, ସଦସ୍ୟତା ମହା ଅଭିଯାନ ଅନୁଷ୍ଠିତ ହୋଇଯାଇଛି l
କଂଗ୍ରସ ଓ ବିଜେପି ର ଗଡ଼ଭାବେ ପରିଚିତ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଦଣ୍ଡପଦର ରେ ଅଧିକ ରୁ ଅଧିକ ସଦସ୍ୟ ଯୋଡି ବିଜେପି ର ହାତ ମୁଠାକୁ ଟାଣ କରିବାକୁ ବାଲିଗୁଡା ବିଜେପି ର ଅଭିନଵ ପ୍ରୟାସ କୁ ବିଭିନ୍ନ ମହଲ ରେ ସ୍ୱାଗତ କରାଯାଇଛି l ବିଜେପି ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁ ଓ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ପଦ୍ମ ଚରଣ ଦାସ ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ଲକ ସାଂସଦ ପ୍ରତିନିଧି ରଂଜିତ ସାହୁ. ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ସୁଷମା ସାହୁ, ସୁଭାଶିଷ ମିଶ୍ର, ସଞ୍ଜୟ ଦାସ ସ୍ନେହଲତା ବେହେରା ରେଖା ମଳିକ, ଆଶିଷ ସାହୁ, ସନ୍ତୋଷ ଦିଗାଲ ସନ୍ତୋଷ ରେଡ୍ଡୀ, ସାମନ୍ତ ଡିଗାଲ, କୁଶ ଡିଗାଲ ଉପସ୍ଥିତ ଥିବା ବେଳେ ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇ ସଦସ୍ୟତା ଗ୍ରହଣ କରିଥିଲେ l
What's Your Reaction?






