ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ସୁବର୍ଣ୍ଣପୁର: ଲୋକ ଆବାଜ୍.ଇନ(ମନୋରଞ୍ଜନ ତ୍ରିପାଠୀ) :
ବୌଦ୍ଧ ଜିଲ୍ଲାପାଳ ଅଫିସ ର ଜଣେ କନିଷ୍ଠ କିରାଣୀ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ ହାତରେ ଧରା ପଡ଼ି ଗିରଫ ହେବା ଘଟଣା ସାଧାରଣରେ ଚର୍ଚ୍ଚlର ବିଷୟ ପାଲଟିଛି l ଆକ୍ୟୁରାମ୍ ମେଟେରିରଆଲ୍ସ ସପ୍ଲାଇ କରିଥିବା ଜଣେ ସପ୍ଲାଇର (ବ୍ୟବସାୟୀ) ମୁକେଶ କୁମାର ଭଜ୍ଵଲ୍ ଙ୍କ ଠାରୁ କିରାଣୀ ଚୌଧୁରୀ ପପୁନ୍ ଦାଶ ବିଲ୍ ପାସ କରିବା କୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆଜି ଅପରାହ୍ନ ରେ ସେ ଶ୍ରୀ ଭୁଜବଳ ଙ୍କ ଅଭିଯୋଗ ରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ କରଯାଇଛି l
What's Your Reaction?






