ଶିମିଳିପଦର ପଂଚାୟତ ଠାରେ ହର ଘର ତିରଙ୍ଗା ହର ଘର ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

Aug 14, 2025 - 19:44
 0  5
ଶିମିଳିପଦର ପଂଚାୟତ ଠାରେ ହର ଘର ତିରଙ୍ଗା ହର ଘର ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାମାଳ:ଲୋକ୍ ଆବାଜ୍‌.ଇନ୍‌(ପୂର୍ଣ୍ଣ ଚରଣ ସାହୁ)

ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ କଣ୍ଟାମାଳ ବ୍ଲକ ଅନ୍ତର୍ଗତଶିମିଳି ପଦର ପଂଚାୟତ ଠାରେ ହର ଘର ତିରଙ୍ଗା,ହର ଘର ସ୍ୱଚ୍ଛତା ସଚେତନତା ରାଲି, ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଉକ୍ତ କାର୍ଯ୍ୟକ୍ରମରେ ପଂଚାୟତ ନିର୍ବାହୀ ଅଧିକାରୀ ରିଲିଫ ନାଏକ, ବିଜେପି ର ପୂର୍ବତନ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନବୀନ କୁମାର ମହାପାତ୍ର,କନ୍ଧମାଳ ସାଂସଦ ଙ୍କ କଣ୍ଟାମା

ଳ ବ୍ଲକ ପ୍ରତିନିଧି ଦିପକ ବାରିକ, ବିଜେପି ନେତା ସୂର୍ଯ୍ୟ କାନ୍ତ ଖଟୁଆ, ଗୋବିନ୍ଦ ନାଏକ, ସୁବୋଧ ଖେତୀ,ସିପୁନ ସାହୁ,ସାମ୍ବାଦିକପୂର୍ଣ୍ଣ ଚରଣ ସାହୁ ଦେବାଶିଷ ମଲିକ,ସମାଜ ସେବି ମୁନାଖେଥି,ସିଆରପି ଅନିତା ଦାସ,ଅଙ୍ଗନୱାଡି ଦିଦି ସନ୍ତୋଷିନୀ ଦେଵୀ,ଙ୍କ ସମେତ ଶିମିଳି ପଦର ପଂଚାୟତ ର ସମସ୍ତ ଅଙ୍ଗନୱାଡି କର୍ମୀ  ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ l

What's Your Reaction?

like

dislike

love

funny

angry

sad

wow