ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

Apr 6, 2025 - 17:18
 0  9
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

କଳାହାଣ୍ଡି:ଲୋକ୍ ଆବାଜ୍ .ଇନ୍‌(ବ୍ୟୁରୋ)

                                କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ମାନୀକେରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପରିଚାଳନା ସମିତି ସଭାପତି ଅନନ୍ତ ଗୋପାଳ ସାହୁ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ବକ୍ତା ହେମନ୍ତ ସାହୁ, ସମ୍ମାନୀତ ଅତିଥି ମାଣୀ ଲେରା ସରପଂଚ ଫଗନୁ ପାତ୍ର, ମୋହନ ଗିରି ସରପଂଚ ସୁରେନ୍ଦ୍ର ଧରୁଆ,ଚକ୍ରଧର ଧରୁଆ, ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ଵାଳ ପୂର୍ବତନ  ପ୍ରଧାନ ଶିକ୍ଷକ ରଜନୀକାନ୍ତ ମହାଖୁଡ଼, ଯୋଗେନ୍ଦ୍ର ସେନାପତି ଆଇନଜୀବୀ ଅଶ୍ଵିନୀ କୁମାର ପଣ୍ଡା, ମ,ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ, ବିଭୂତି ଭୂଷଣ ପଧାନ ,  ଯୋଗ ଦେଇଥିବା ବେଳେ ପରିଚାଳନା କମିଟି ର ସମ୍ପାଦକ ଯୋଗେନ୍ଦ୍ର ଧରୁଆ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା ପ୍ରଧାନ ଆଚାର୍ଯ୍ୟ କୌତୁକ ସାହୁ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଗୁରୁଜୀ,ଗୁରୁମା ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow