ଅବସର ପ୍ରାପ୍ତ ଶିକ୍ଷକ ଦାଶରଥି ପଣ୍ଡା ଙ୍କ ଧର୍ମ ପତ୍ନୀ ସୁଲୋଚନା ପଣ୍ଡାଙ୍କ ପରଲୋକ l

Sep 30, 2024 - 07:42
 0  109
ଅବସର ପ୍ରାପ୍ତ ଶିକ୍ଷକ ଦାଶରଥି ପଣ୍ଡା ଙ୍କ ଧର୍ମ ପତ୍ନୀ ସୁଲୋଚନା ପଣ୍ଡାଙ୍କ ପରଲୋକ l

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ ବ୍ଲକ ପଲସl ଗୋରା ପଂଚାୟତ ଅନ୍ତର୍ଗତ ପରାଗ୍ରାମର ସୁଲୋଚନା ପଣ୍ଡାଙ୍କ82ବର୍ଷରେ ପରଲୋକ ହୋଇ ଯାଇଛି lତାଙ୍କ ମୃତ୍ୟୁ ଖବର ପ୍ରଚାର ହେବାପରେ ସ୍ଥାନୀୟ ଅଂଚଳର ବହୁ ସାଧାରଣ ଜନତା ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ l ଗାଁ ମଶାଣିରେ ତାଙ୍କର ଅନ୍ତେଷ୍ଟି କ୍ରିୟା କରାଯାଇଥିଲା l ତାଙ୍କର ବଡପୁଅ ଅଶୋକ କୁମାର ପଣ୍ଡା ମୁଖାଗ୍ନି ଦେଇଥିଲେ l ମୃତ୍ୟୁ ସର୍ଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ଅଶୋକ ଓ ପ୍ରଦୀପ ସମେତ ଦୁଇ ନାତି ବିକ୍ରମ କେଶରୀ ପଣ୍ଡା ଓ ସଶାଙ୍କ ଶେଖର ପଣ୍ଡା ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow