ଅଶୋକ ଜୋତା ଦୋକାନ ରେ ନିଆଁ ଲାଗି ବ୍ୟାପକ କ୍ଷତିଗସ୍ତ.... ସଟ ସର୍କିଟ ସନ୍ଦେହ

Sep 10, 2024 - 17:20
 0  7
ଅଶୋକ ଜୋତା ଦୋକାନ ରେ ନିଆଁ ଲାଗି ବ୍ୟାପକ କ୍ଷତିଗସ୍ତ.... ସଟ ସର୍କିଟ ସନ୍ଦେହ

ମାଲକାନଗିରି (ଲୋକ ଆବାଜ. ଇନ,)(ଅବଦୁଲ ଗନି ଙ୍କ ରିପୋର୍ଟ )

ମାଲକାନଗିରି ଗତକାଲି ସନ୍ଧ୍ୟା ରେ ଲଗାଣ ବର୍ଷା ରେ ଜନଜୀବନ ଅସ୍ତବେସ୍ତ ଥିବା ସ୍ଥଳେ। ମାଲକାନଗିରି ଜିଲ୍ଲା ସଦର ମହୁକୁମା ସ୍ଥିତ ବି ଏସ ଏନ ଏଲ ଅଫିସ ସମ୍ମୁଖରେ ଥିବା ଅଶୋକ ଫୂଟୱେର ଜୋତା ଦୋକାନ ରେ ହଟାତ ନିଆଁ ଲାଗିଯାଇଥିଲା। ସଙ୍ଗେ ସାଙ୍ଗେ ମାଲକାନଗିରି ଅଗ୍ନିଶ୍ରମ ଭିବାଗ କର୍ମଚାରୀ ଆସି ନିଆକୁ ଆୟତ କରିଥିଲେ। ଜୋତା ଲବର ଓ ଚମଡା ର ଥିବାରୁ ସବୁତକ ପୋଡି ପାଉଁଶ ହୋଇଛି। ଏଥିରେ ଆଖପାଖ ଦୋକାନ କିମ୍ବା ଘରେ ନିଆଁ ଯିବାପୂର୍ବରୁ ନିଆଁ କୁ ନିଭାଯାଇଥିଲା। ମାଲକାନଗିରି ପୋଲିସ ଦ୍ୱାରା ଏହାର ତଦନ୍ତ ଚାଲିଛି। ଏହା ସାର୍ଟସାର୍କିଟ ଦ୍ୱାରା ନିଆଁ ଲାଗିଥିବା ଅନୁମାନ କରାଯାଉଛି।

What's Your Reaction?

like

dislike

love

funny

angry

sad

wow