ତୁର୍ଲାଖମନ ଗ୍ରାମ ପଞ୍ଚାୟତ ରେ ଯୋଗ ଦେଲେ ଏକାଉଣ୍ଟାଣ୍ଟ କମ ଡିଇଓ

କେସିଙ୍ଗା:ଲୋକ ଆବାଜ. ଇନ(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ର ବିଭିନ୍ନ ପଂଚାୟତ ରେ ଏକାଉଣ୍ଟାଣ୍ଟ କମ ଡିଇଓ ମାନଙ୍କ ସାମୁହିକ କାର୍ଯ୍ୟ କ୍ଷେତ୍ରରେ ଯୋଗ ଦେଇଥିବା ଜଣାପଡିଛି।ଏହି ଅବସରରେ ତୁର୍ଲାଖମନ ଗ୍ରାମ ପଞ୍ଚାୟତ ରେ ଏକାଉଣ୍ଟାଣ୍ଟ କମ ଡିଇଓ ପଦବୀରେ ଶିବ କୁମାର ଭୋଇ ଶୁକ୍ରବାର ଯୋଗ ଦେଇଥିଲେ।ଏଥିରେ ସ୍ଥାନୀୟ ସରପଞ୍ଚ ପାର୍ବତୀ ସାହୁ ଉପସ୍ଥିତ ରହି ନୂତନ ଏକାଉଣ୍ଟାଣ୍ଟ ଙ୍କୁ ସ୍ୱାଗତ କରିଥିଲେ।
What's Your Reaction?






