ଏକ ଲକ୍ଷ୍ୟ ୮୦ ହଜାର ଟଙ୍କା ନେଇ ନକଲି ସୁନା ଅଳଙ୍କାର ଦେଇ ଗ୍ରାହକ ଙ୍କୁ ଦୋକାନୀ ଠକିଥିବା ଅଭିଯୋଗ ବାଲିଗୁଡ଼ା ବଜାରରେ ଚାଲିଛି ନକଲି ସୁନା କାର ବାର ଭିଜିଲାନ୍ସ ଜି ଏଷ୍ଟି ବିଭାଗ ଦୃଷ୍ଟି ଦେବା ନିମନ୍ତେ ଦାବି

Sep 14, 2024 - 20:05
 0  116
ଏକ ଲକ୍ଷ୍ୟ ୮୦ ହଜାର ଟଙ୍କା ନେଇ ନକଲି ସୁନା ଅଳଙ୍କାର ଦେଇ ଗ୍ରାହକ ଙ୍କୁ  ଦୋକାନୀ ଠକିଥିବା ଅଭିଯୋଗ ବାଲିଗୁଡ଼ା ବଜାରରେ ଚାଲିଛି ନକଲି ସୁନା କାର ବାର  ଭିଜିଲାନ୍ସ ଜି ଏଷ୍ଟି ବିଭାଗ ଦୃଷ୍ଟି ଦେବା ନିମନ୍ତେ ଦାବି

ବାଲିଗୁଡ଼ା-ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ୟୁକ ବ୍ୟାଙ୍କ ସୁନା ଆପ୍ରlଇଜର ସାଜିଲେ ଲୁଟେରା । ଡୁପ୍ଲିକେଟ ସୁନl ବନ୍ଧକ ରଖି ବ୍ୟାଙ୍କ କୁ କଲେ ବିଶ୍ୱାସ ଘାତକ, ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଚlଞ୍ଚଲ୍ୟ ଖେଳି ଯାଇଛି l ୟୁକ ବ୍ୟାଙ୍କ ମଧ୍ୟ୍ୟ ଏହି ସୁନା କେଳେଙ୍କାରୀ ରେ ଜଡ଼ିତ ସମସ୍ତ ବ୍ୟକ୍ତି ବିସେଶଙ୍କ ତଥ୍ୟ ସଂଗ୍ରହ କରି ବାରେ ତନା ଘନା ଚଳlଇଛି l ତେବେ ୟୁକୋ ବ୍ୟାଙ୍କ ସୁନା ଆପ୍ରlଇଜର ବଣ୍ଟି ଆଚାରୀ ନିଜ ଦୋକାନ ରେ କାମ କରୁଥିବା ଯୁବକ ଯୁବତୀ ଙ୍କ ନାମରେ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ୮୪ ଲକ୍ଷ୍ ଲୁଟ କରିଥିବା ଖବର ବାଲିଗୁଡ଼ାରୁ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟି ଥିବା ବେଳେ ବର୍ତମାନ ଏକ ଦ୍ୱିତୀୟ ଅଧ୍ୟ୍ୟlୟ ସୁନା କେଳେଙ୍କlରି ଅଭିଯୋଗ ହୋଇଛି l ବଣ୍ଟି ଆଚାରୀ ନିଜ ସୁନା ଦୋକାନରେ ନକଲି ସୁନା ଅଳଙ୍କାର ବିକ୍ରୟ କରିଥିବାର ଅଭିଯୋଗ ହୋଇଛି l ସୂଚନା ଅନୁଯାଇ ଗତ ତିନ ମାସ ପୂର୍ବ୍ ଇଲେଟ୍ରି ସାହିର ଜୈନିକ ବ୍ୟକ୍ତି ଏକ ସୁନା ହାର କିଣିବା ପାଇଁ ବଣ୍ଟି ଆଚାରୀ ଙ୍କୁ ଫୋନ୍ ପେ ରେ ୧ ଲକ୍ଷ୍୧୦ ହଜାର ଟଙ୍କା ଏବଂ ହାତl ହାତୀ ୭୦ ହଜାର ଟଙ୍କା ଦେଇ ଥିଲେ l କିନ୍ତୁ ବଣ୍ଟି ଆଚାରୀ ସୁନା ହାର ଦେଲେ ନାହିଁ ଗ୍ରlହକ ଜଣଙ୍କ ଦେଇ ଥିବା ଟଙ୍କା ମାଗିବାରୁ ସେ ଏକ ଲକ୍ଷ୍ୟ ୮୬ ହଜାର ଟଙ୍କା ର ୟୁକ ବ୍ୟାଙ୍କ ଚେକ ଦେଇ ଥିଲେ l ତାହା ଗ୍ରlହକ ଜଣଙ୍କ ବ୍ୟାଙ୍କ ରେ ଡିପୋଜିଟ କରିବl ପରେ ଚେକ ବାଉଁଶ ହୋଇଥିଲା l ଏହା ପରେ ଗ୍ରlହକ ଜଣଙ୍କ ବଣ୍ଟି ଆଚlରିଙ୍କ ଦୋକାନ ଯାଇ ଟଙ୍କା ମାଗିବ ପରେ ବଣ୍ଟି ଆଚାରୀ ଏକ ଅଳଙ୍କାର ଦେଇ ଥିଲେ l ଏହା ପରେ ଗ୍ରlହକ ଜଣଙ୍କ ଏକ ସୁନା ଦୋକାନ ରେ ଉକ୍ତ ସୁନା ଅଳଙ୍କାର କୁ ଯାଞ୍ଚ କରି ତାହା ନକଲି ସୁନା ବୋଲି ଜାଣି ବାକୁ ପାଇଁ ତୁରନ୍ତ ବଣ୍ଟି ଆଚାରୀ ଙ୍କ ଦୋକାନକୁ ଯାଇଥିଲେ l ଦୋକାନୀ ବଣ୍ଟି କିନ୍ତୁ ଦେଖା ଦେଇନ ଥିଲେ l ତେବେ ଠାରୁ ଗ୍ରlହକଙ୍କୁ ବଣ୍ଟି ଧରା ଛୁଆଁ ଦେଉ ନାହାନ୍ତି l ଏବଂ ଟଙ୍କା ଫରସ୍ତ କରୁନାହାଁନ୍ତି l ଗ୍ରlହକ ଜଣଙ୍କ କୋର୍ଟ ର ଆଶ୍ରୟ ନେବେ ବୋଲି ସୂଚନା ଦେଇ ଛନ୍ତି l ଜିଲ୍ଲା ପ୍ରଶାସନ ବାଲିଗୁଡ଼ା ଅଞ୍ଚଳରେ ଗଢି ଉଠି ଥିବା ସମସ୍ତ ସୁନା ଅଳଙ୍କାର ଦୋକାନ କୁ ଯାଞ୍ଚ କରିବା ନିମନ୍ତେ ବୁଦ୍ଧି ଯିବି ମହଲରେ ଦାବି କରିଛନ୍ତି l

What's Your Reaction?

like

dislike

love

funny

angry

sad

wow