କଣ୍ଟାମାଳ ପଂଚାୟତସମିତି ଠାରେ ସ୍ଵଭାବ ସ୍ଵଚ୍ଛତା, ସଂସ୍କାର ସ୍ବଚ୍ଛତା ସଚେତନତା, ସ୍ୱଛତା ଅଭିଯାନ ଅନୁଷ୍ଠିତ ।

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ସ୍ୱଚ୍ଛତା ପକ୍ଷ ପାଳିତ ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଂଚାୟତ ସମିତି ଠାରେ ସ୍ଵଭାଵସ୍ୱଛତା, ସଂସ୍କାରସ୍ଵଚ୍ଛତା, ଓ ସ୍ୱଛତା ହିଁ ସେବା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି।ପଞ୍ଚାୟତ ସମିତି ର ଗୋଷ୍ଠିଉନ୍ନୟନ ଅଧିକାରୀ ଶ୍ରୀମତୀ ସାମି ଜୟଶ୍ରୀ ରେଡି ଙ୍କ ଅଧକ୍ଷତା ରେ ସଫେଇକାର୍ଯ୍ୟକ୍ରମ, ସ୍ଵଛ ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀଯନ୍ତ୍ରୀ ଇଂଜୟ ମହନ୍ତ, ଇଂ ଦିବ୍ୟ ଲୋଚନ ନାୟକ ଡବ୍ଲ୍ୟୁଓ ଜ୍ୟୋତିରଞ୍ଜନ ବେହେରା, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଗୌରୀ ପ୍ରଧାନ, ସିପି ସୁଶାନ୍ତ ବେହେରା, ପଂଚାୟତ ନିର୍ବାହୀ ଅଧିକାରୀ ଜୟଦେବ ପ୍ରଧାନ, ଜ୍ଞାନ ରଞ୍ଜନ ମିଶ୍ର, ନମିତା ରାଣୀ ସାହୁ, ପଙ୍କଜିନି ତାଣ୍ଡି, ବିଆରସି ଅର୍ଜୁନ ଦାସ ଙ୍କ ସମେତବ୍ଲକ ର ସମସ୍ତ କର୍ମଚାରୀ କାର୍ଯ୍ୟ କ୍ରମ ରେ ସହଯୋଗ କରିଥିଲେ l
What's Your Reaction?






